ଭଣିତା କରିବା
ଦେଖଣା
ଭଣିତା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭଣିତା କରିବା
|
(ଭଣତି କରିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଭଣିବା; ଗୀତ ରଚନା କରି ଶେଷ ପଦରେ (ରଚକ) ଆପଣାର ବା ଆଶ୍ରୟ— ଦାତାଙ୍କ ନାମ ଉଲ୍ଲେଖ କରିବା —୧. To wind up a song by adding one's name or the name of one's patron at the end (said of the author).
- ୨. ଭଣିତା ପଦ ବୋଲି ଗୀତ ବୋଲା ଶେଷ କରିବା —୨. To conclude the singing of a song by reciting its last couplet.