Jump to content

ଭଣିତା ପଦ

ଉଇକିଅଭିଧାନ‌ରୁ

ଭଣିତା ପଦ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭଣିତ ପଦ)

[ସମ୍ପାଦନା]

ଗୀତର ଶେଷ ପଦ ଯହିଁରେ ରଚକଙ୍କ ନାମ ଲେଖାଥାଏ — The concluding couplet of a song in which the composer's or his patron's name is embodied.