Jump to content

ଭଣ୍ଟାକୀ

ଉଇକିଅଭିଧାନ‌ରୁ

ଭଣ୍ଟାକୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଭଚ୍ ଅନୁକରଣ ଶବ୍ଦ+ଆକ+ଈ; ପୋଡ଼ିବା ନିମନ୍ତେ ବାଇଗଣକୁ ନିଆଁରେ ପକାଇଲେ ତାହା ଫାଟିଯାଇ ସେଥିରୁ ଉଠିବା ଶବ୍ଦରୁ)

[ସମ୍ପାଦନା]

ବାର୍ତ୍ତାକୀ; ବାଇଗଣ — Brinjal; egg-fruit.