ଭଣ୍ଡ
ଦେଖଣା
ଭଣ୍ଡ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଭଣ୍ଡ୍ ଧାତୁ+ଅ)
[ସମ୍ପାଦନା]- ୧. ଧୂର୍ତ୍ତ; ଶଠ —୧. Cheating; deceitful.
- ୨. କୃତ୍ରିମ; ଛଦ୍ମ; ଭାଣ୍ଚ —୨. Hypocritical; feigning; dissembling; pretending.
- ୩. ସୁଆଙ୍ଗିଆ; ଥଟ୍ଟିଲ; ବେଲିଆ —୩. Jesting; mimicking.
- ୪. ଅଶ୍ଳୀଳ ବାକ୍ୟର କଥକ —୪. Speaking obscence words.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଧୂର୍ତ୍ତ ବ୍ୟ୍ୟକ୍ତି; ଧପ୍ପାବାଜ୍ ଲୋକ —୧. A cheat.
- ୨. ଅଭିନେତା; ନଟ —୨. An actor; a player.
- ୩. ସୁଆଙ୍ଗୀ; ଯାତ୍ରାଦିରେ ବାକ୍ୟାଦିଦ୍ୱାରା ହାସ୍ୟୋଦ୍ଦୀପକ ବ୍ୟକ୍ତି (ଯଥା—ଓଡ଼ିଆ ଯତ୍ରାରେ ଦ୍ୱାରୀ) —୩. A jester; abuffoon.
- ୪. ଥଟ୍ଟ୍ରିଲ ଲୋକ —୪. A mimic.
- ୫. ନିର୍ଲଜ୍ଜ— ଲୋକ —୫. A brazen faced man.
- ୬. ଛଦ୍ମଚାରୀ —୬. A hypocrite.
- ୭. ଅଶ୍ଳୀଳବାକ୍ୟକଥକ ବ୍ୟକ୍ତି —A speaker of obscene things.