Jump to content

ଭଣ୍ଡରା

ଉଇକିଅଭିଧାନ‌ରୁ

ଭଣ୍ଡରା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) (ତୁଳ. ହିନ୍ଦୀ - ଏହି ଅର୍ଥରେ ଭଣ୍ଡାରା)

[ସମ୍ପାଦନା]
୧. ଭୋଜି; ମହୋତ୍ସବ —୧. A feast.
୨. ସାଧୁ ବା ବାବାଜିମାନଙ୍କ ଭୋଜି —୨. A feast of ascetics.