Jump to content

ଭଣ୍ଡଳ

ଉଇକିଅଭିଧାନ‌ରୁ

ଭଣ୍ଡଳ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ଭଣ୍ଡା)

[ସମ୍ପାଦନା]

ଭଣ୍ଡ; ପ୍ରତାରକ —Fraudulent.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପ୍ରତାରକ ବ୍ୟକ୍ତି —A knave; a cheat.