Jump to content

ଭଣ୍ଡା

ଉଇକିଅଭିଧାନ‌ରୁ

ଭଣ୍ଡା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭଣ୍ଡ୍ ଧାତୁ)

[ସମ୍ପାଦନା]
୧. ଭଣ୍ଡିବା କାର୍ଯ୍ୟ, ଠକିବା କାର୍ଯ୍ୟ —୧. Cheating.
୨. (ସଂସ୍କୃତ - ଭାଣ୍ଡ; ପିଣ୍ଡ) କଦଳୀ କାନ୍ଧିର ଅଗ୍ରରେ ଥିବା ଭଣ୍ଡାକାର ମୁକୁଳୁମଞ୍ଜରୀ; ଏଥିରୁ କ୍ରମଶଃ କଦଳୀ ଫେଣାମାନ ବାହାରୁଥାଏ — ୨. The sheath containing layers of blossoms of the plantain which is at the top of the bunch.
୩. (ସଂସ୍କୃତ - ପିଣ୍ଡକ )—ଗୋଡ଼ର ପେଣ୍ଡା, ଆଣ୍ଠ ଓ ଗୋଇଠି ମଧ୍ୟସ୍ଥ ଗୋଡ଼ର ପଛଆଡ଼ର ମାଂସଳ ଅଂଶ ନଳୀ ଗୋଡ଼ର ପଛଆଡ଼ର ମାଂସଳ ଅଂଶ — ୩. The calf of the leg; the swell of the leg.

[ଉ—"ଥରିଲା ପାଦର ଭଣ୍ଡା ଥର ଥର ଥରେ"—ରାଧାନାଥ. ମହାଯାତ୍ରା]

ପ୍ରାଦେଶିକ - (କଳାହାଣ୍ଡି)—ବି

[ସମ୍ପାଦନା]

ହାଣ୍ଡି —Earthen cooking pot.