ଭଣ୍ଡାଇବା
ଦେଖଣା
ଭଣ୍ଡାଇବା
ଉଚ୍ଚାରଣ
[ସମ୍ପାଦନା][ଭଣ୍ଡିବା—ଅନ୍ୟରୂପ]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଭଣ୍ଡାଇବା
|
ଦେଶଜ - କ୍ରି—(ସଂସ୍କୃତ - ଭଣ୍ଡ ଧାତୁ)
[ସମ୍ପାଦନା]- ୧. ଧପାଇବା; ଠକିବା —୧. To cheat; to deceive.
[ଉ—ଦେହେ ଛାପା ନିଏ, ଲୋକଙ୍କୁ ଭଣ୍ଡାଏ ଦୀନକୃଷ୍ଣ. ଧର୍ମସାଗର ]
- ୨. ଶିଶୁଙ୍କୁ ଏଣୁ ତେଣୁ କାହାଦ୍ୱାରା ଭୁଲାଇବା —୨. To inveigle children.
- ୩. ଟାଳଟୁଳପୂର୍ବକ କାଳକ୍ଷେପଣ କରିବା ୩. To put off the doing of a thing from day to day on one pretext or other.