Jump to content

ଭଣ୍ଡାରକରିବା

ଉଇକିଅଭିଧାନ‌ରୁ

ଭଣ୍ଡାରକରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ସଂସ୍କୃତ - ପଣ୍ଡ, ଭଙ୍ଗ) କୌଣସି କାର୍ଯ୍ୟକୁ ପଣ୍ଡ ବା ନଷ୍ଟ କରିବା — ୧. To spoil a work.
୨. (ସଂସ୍କୃତ - ଭଣ୍ଡ) କୌଣସି ବ୍ୟକ୍ତିକୁ ଲଜ୍ଜାଗ୍ରସ୍ତ କରିବା —୨. To put a person to shame.
୩. ହାସ୍ୟସ୍ପଦ କରାଇବା —୩. To expose a person to ridicule.