ଭଣ୍ଡାରା
ଦେଖଣା
ଭଣ୍ଡାରା
ଉଚ୍ଚାରଣ
[ସମ୍ପାଦନା]ଭଣ୍ଡୁର(ରା), ଭଣ୍ଡୁରୁ, ଭଣ୍ଡୋର(ରା)ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଭଣ୍ଡାରା
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. (ସଂସ୍କୃତ - ପଣ୍ଡ, ସଂସ୍କୃତ - ଭଣ୍ଡ=ହାନି; କ୍ଷତି) —ପଣ୍ଡ, ନଷ୍ଟ, ବିଫଳ, ବିଗିଡ଼ିଥିବା —୧. Spoilt; baffled.
(ଯଥା— ବର୍ଷାଯୋଗୁଂ ଭୋଜୀ ଭଣ୍ଡର ହୋଇ— ଗଲା )
- ୨. (ସଂସ୍କୃତ - ଭଣ୍ଡ) ଲଜ୍ଜିତ —୨. Ashamed.
- ୩. ଲଜ୍ଜାଗ୍ରସ୍ଥ —୩. Put to shame.
- ୪. ହାସ୍ୟାସ୍ପଦ —୪. Ludicrous; ridiculous.
- ୫. ଯେ ଭଣ୍ଡାଏ; ପ୍ରତାରକ —୫. Fraudulent; deceitful; cheating.
- ୬. ପ୍ରତାରିତ —୬. Defrauded; cheated.
ଭଣ୍ଡାରା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଭଣ୍ଡରା (ଦେଖ) - Bha&ntod;:ḍarā