ଭଣ୍ଡାରି ବରତନ
(ଭଣ୍ଡାରି ବର୍ତନ—ଅନ୍ୟରୂପ)
ଗ୍ରାମବାସୀ ପ୍ରତ୍ୟେକ ଗୃହସ୍ଥଙ୍କଠାରୁ କ୍ଷୌରାଦି କାର୍ଯ୍ୟ ନିମନ୍ତେ ଭଣ୍ଡାରି ପାଇବା ବାର୍ଷିକ ନିର୍ଦ୍ଦିଷ୍ଟ ଧନ — Fixed annual wages given to a barber by every householder in a village.