ଭଣ୍ଡାରି ଭରାଣ୍ଡିରେ ବିରାଡ଼ି ବିଗାଡ଼ିଲା
ଦେଖଣା
ଭଣ୍ଡାରି ଭରାଣ୍ଡିରେ ବିରାଡ଼ି ବିଗାଡ଼ିଲା
ଉଚ୍ଚାରଣ
[ସମ୍ପାଦନା](ଶିଶୁରଞ୍ଜନ ପଦ)
[ସମ୍ପାଦନା]ଶିଶୁମାନଙ୍କ ଉଚ୍ଚାରଣ ଦୋଷ ପରୀକ୍ଷାପାଇଁ ବୋଲାଯିବା ହାସ୍ୟୋତ୍ପାଦକ ପଦ —A sentence dictated to test the correctness or otherwise of a child's Oriya pronunciation
[ଦ୍ରଷ୍ଟବ୍ୟ —ଏହିପରି ଶିଶୁମାନଙ୍କ ପାଇଁ ସବୁ ଦେଶରେ ହାସ୍ୟଉଦ୍ଦୀପକ ପଦମାନ ଊର୍ଦ୍ଧ୍ୱବୟସ୍କ ବ୍ୟକ୍ତିମାନେ ଶିଶୁମାନଙ୍କୁ କହନ୍ତି ଓ ଶିଶୁମାନେ ତାହା ଠିକ୍ରୂପେ ଉଚ୍ଚାରଣ କରି ନ ପାରିଲେ ହସ ଲାଗେ ଯଥା—ମିଥିଲା ଅଞ୍ଚଳରେ ବୋଲାଯାଏ ୧ ତାକୀତର୍ ବାଘ୍ ଫୁଫୁଆଏ (ବେତା ତଳେ ବାଘ ଫଁ ଫଁ ହେଉଛି) ୨ ଛାଲ ସରିସବି ସେର ଛବେକ ସାତେକ (ଥିଲା ସୋରିଷ ସେର ଛଅ କି ସାତ) ]