ଭଣ୍ଡି କାଙ୍ଗୁଲୀ
ଦେଖଣା
ଭଣ୍ଡି କାଙ୍ଗୁଲୀ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଡ଼ଜାତ) ପ୍ରାଚୀନ. ବିଶେଷ୍ୟ -
[ସମ୍ପାଦନା]ବିପକ୍ଷର ତୋପଗୁଳା ବାଜିଲେ ଗଡ଼ ପାଚିରୀର କିଛି ଅନିଷ୍ଟ କରି ନ ପାରିବ ଏହି ଉଦ୍ଦେଶ୍ୟରେ ପାଚିରିରେ କରାଯାଇଥିବା ଝୁଟା ଛିଦ୍ର ବା ଚୋରୀ ଗାତ —False holes made in the wall of a fort so that the adversary's bullets will not damage the wall.
(ଉ—ଗୁଣ୍ଡ ବାଜିବା ସ୍ଥାନକୁ ହେଜି, ଭଣ୍ଡିକାଙ୍ଗୁଲା ଅଛନ୍ତି ସାଜି ବ୍ରଜନାଥ. ସମରତରଙ୍ଗ )