Jump to content

ଭଣ୍ଡେଇବା

ଉଇକିଅଭିଧାନ‌ରୁ

ଭଣ୍ଡେଇବା

ଉଚ୍ଚାରଣ

[ସମ୍ପାଦନା]

[ଭଣ୍ଡିବା—ଅନ୍ୟରୂପ]

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ଭଣ୍ଡ ଧାତୁ)

[ସମ୍ପାଦନା]
୧. ଧପାଇବା; ଠକିବା —୧. To cheat; to deceive.

[ଉ—ଦେହେ ଛାପା ନିଏ, ଲୋକଙ୍କୁ ଭଣ୍ଡାଏ ଦୀନକୃଷ୍ଣ. ଧର୍ମସାଗର ]

୨. ଶିଶୁଙ୍କୁ ଏଣୁ ତେଣୁ କାହାଦ୍ୱାରା ଭୁଲାଇବା —୨. To inveigle children.
୩. ଟାଳଟୁଳପୂର୍ବକ କାଳକ୍ଷେପଣ କରିବା ୩. To put off the doing of a thing from day to day on one pretext or other.