ଭଣ୍ଡ୍ (ଧାତୁ)
ଦେଖଣା
ଭଣ୍ଡ୍ (ଧାତୁ)
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]- ୧. ପ୍ରତାଣା କରିବା; ଭଣ୍ଡିବା —୧. To cheat; to inveigle.
- ୨. ଥଟ୍ଟା କରିବା; ରଙ୍ଗରହସ୍ୟ କରିବା —୨. To jest; to indulge in buffoonery.
- ୩. ଉପବାସ କରିବା —୩. To mock.
- ୪. ଗାଳି ଦେବା — ୪. To chide; to upbraid (Apte).
- ୫. ଭାଗ୍ୟବାନ କରିବା —୫. To make fortunate (Apte).
- ୬. ମଙ୍ଗଳସୂଚକ କର୍ମ କରିବା —୬. To do an auspicious act (Apte).