Jump to content

ଭଣ୍ଡ ଗଣେଶ

ଉଇକିଅଭିଧାନ‌ରୁ

ଭଣ୍ଡ ଗଣେଶ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରାଜା ପୁରୁଷୋତ୍ତମ ଦେବଙ୍କଦ୍ୱାରା କାଞ୍ଚିରୁ ଆନୀତ ଓ ପୁରୀ ମନ୍ଦିର ବେଢ଼ା ମଧ୍ୟରେ ରକ୍ଷିତ ଗଣେଶମୂର୍ତ୍ତି —The image of Ganeṡa

brought down from Conjeverum by Raja Purusottama Deva and installed in the compound of the Jaganntha temple.