Jump to content

ଭଣ୍ଡ ତପସ୍ୱୀ

ଉଇକିଅଭିଧାନ‌ରୁ

ଭଣ୍ଡ ତପସ୍ୱୀ

ଉଚ୍ଚାରଣ

[ସମ୍ପାଦନା]

(ଭଣ୍ଡତାପସ—ଅନ୍ୟରୂପ)

ଭଣ୍ଡ ତପସ୍ୱନୀ, ଭଣ୍ଡ ତାପସୀସ୍ତ୍ରୀ

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (କର୍ମଧା; ଭଣ୍ଡ+ତପସ୍ୱନୀ; ୧ମା. ୧ବ)

[ସମ୍ପାଦନା]
୧. ବିରାଡ଼ି ବଇଷମ; କପଟବୈରାଗୀ; ତାପସବେଶଧାରୀ ଶଠ; ଛଦ୍ମତପସ୍ୱୀ — ୧. A hypocritical ascetic.
୨. ଧୂର୍ତ୍ତ; ପ୍ରତାରକ ବ୍ୟକ୍ତି —୨. A cheat; a dessembler.
୩. କୃତ୍ତ୍ରିମ ଧାର୍ମିକ —୩. A person who assumes piety.