Jump to content

ଭଣ୍ତାର

ଉଇକିଅଭିଧାନ‌ରୁ
  • ଧନାଗାର
  • ଧନସଞ୍ଚୟ ସ୍ଥାନ
  • କୌଣସି ଦ୍ରବ୍ୟ ବହୁ ପରିମାଣରେ ସଞ୍ଚିତ ହେବାର ଆଗାର; ସରଘର
  • ପୁଞ୍ଜୀ; ସ୍ଵଞ୍ଚିତ ଧନ