Jump to content

ଭଣୟିତା

ଉଇକିଅଭିଧାନ‌ରୁ

ଭଣୟିତା

ଉଚ୍ଚାରଣ

[ସମ୍ପାଦନା]
(ଭଣୟିତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଭଣ୍ ଧାତୁ+ତୃ ; ୧ମା. ୧ବ)

[ସମ୍ପାଦନା]
୧. କଥକ; ଯେ କହେ —୧. Speaking.
୨. ଯେ କୌଣସି ବିଷୟ ଅନ୍ୟ ବ୍ୟ୍ୟକ୍ତିର ମୂହଁରେ ଲୁହାଏ —୨. Causing a thing to be spoken through another's mouth.