Jump to content

ଭତା

ଉଇକିଅଭିଧାନ‌ରୁ

ଭତା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୃତି)

[ସମ୍ପାଦନା]
୧. ବଟା; କମିଶନ; ପାଉସେରି — ୧. Commission; brokerage.
୨. ଭୃତ୍ୟକୁ ଦିଆଯିବା ବେତନର ଅତିରିକ୍ତ ଧନ; ବକ୍ସିସ୍ — ୨. Extra remuneration of a servant; tip.
୩. ଆବଶ୍ୟକୀୟ ଖର୍ଚ୍ଚ ସକାଶେ କୌଣସି ବ୍ୟକ୍ତିକୁ ଦିଆ ଯାଉଥିବା ମାସିକ ଅର୍ଥ ସାହାଯ୍ୟ —. Perquisite; monthlty allowance.