ଭତ୍ତା
ଦେଖଣା
ଭତ୍ତା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୃତି)
[ସମ୍ପାଦନା]- ୧. ବଟା; କମିଶନ; ପାଉସେରି — ୧. Commission; brokerage.
- ୨. ଭୃତ୍ୟକୁ ଦିଆଯିବା ବେତନର ଅତିରିକ୍ତ ଧନ; ବକ୍ସିସ୍ — ୨. Extra remuneration of a servant; tip.
- ୩. ଆବଶ୍ୟକୀୟ ଖର୍ଚ୍ଚ ସକାଶେ କୌଣସି ବ୍ୟକ୍ତିକୁ ଦିଆ ଯାଉଥିବା ମାସିକ ଅର୍ଥ ସାହାଯ୍ୟ —. Perquisite; monthlty allowance.