ଭଦଭଦଳି
ଦେଖଣା
ଭଦଭଦଳି
ଉଚ୍ଚାରଣ
[ସମ୍ପାଦନା]ଭଦଭଦଳିଆ, ଭଦଳିଆରବୀ - ଭଦାଳିଆଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭରଦ୍ୱାଜ ବା ଭଦ୍ର)
[ସମ୍ପାଦନା]- ୧. ଶାଖାଶ୍ରୟୀ ବର୍ଗର ୧୨: ଆଙ୍ଗୁଳ ଲମ୍ୱ ପକ୍ଷୀ [ମୁଣ୍ଡ ପାଉଁଶିଆ, ଡେଣା ଖଇରା, ପକ୍ଷ ନାନାଦି ବର୍ଣ୍ଣରଞ୍ଜିତ] ଭରଦ୍ୱାଜ ପକ୍ଷୀ —୧. The blue Jay Coracias Indica; The Indian Roller; Eurystomus Orientalis Trogons.
[ଦ୍ରଷ୍ଟବ୍ୟ —ଏହି ପକ୍ଷୀର ପର ନାନା— ବର୍ଣ୍ଣ ରଞ୍ଜିତ ଥିବାରୁ ଗୋରୁଜଗା ଟୋକାମାନେ ବାଟରୁ ସେ ପକ୍ଷକୁ ଗୋଟାଇ ଲୃନେଇ ଛତାରେ ଖୋସନ୍ତି ]
- ୨. ଏକପ୍ରକାର ସାନ ଗଛ—[ଦ୍ରଷ୍ଟବ୍ୟ —ଏହା ଦେଢ଼ ପୁରୁଷ ପର୍ଯ୍ୟନ୍ତ ବଢ଼େ ଫଳ ଆଙ୍ଗୁଠି ଟିପ ପରି ଶିବଲିଙ୍ଗ ଆକୃତି ବିଶିଷ୍ଟ ଓ ତହିଁରା ଅଗରେ ଚୋପା ନ ଥାଇ ଅଧ ପର୍ଯ୍ୟନ୍ତ ଫଳର ମୂଳରୁ ଚୋପା ବକଳକୁ ଘୋଡ଼ାଇ ଥାଏ ଏହାର କୋମଳ ପତ୍ର ଶାଗ ହୁଏ ] —A kind of plant.