ଭଦ୍ରକ
ଦେଖଣା
ଭଦ୍ରକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଭଦ୍ର+କ)
[ସମ୍ପାଦନା]- ୧. ନାଗର ମୁଥା —୧. A kind of grass root.
- ୨. ଦେବଦାରୁ ଗଛ —୨. The cedar tree.
- ୩. ୨୨: ଅକ୍ଷରଯୁକ୍ତ ଚରଣବିଶିଷ୍ଟ ଛନ୍ଦୋ— ବିଶେଷ —୩. Name of a metre containing ୨୨ letters in a foot.
- ୪. ମୁଗ; ଚିନା ଆଦି ଶସ୍ୟ (ହିନ୍ଦୀ - ଶ) —୪. Cereals.
ବିଶେଷଣ -
[ସମ୍ପାଦନା]ମନୋଜ୍ଞ; ସୁନ୍ଦର — Beautiful.
ଭଦ୍ରକ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବାଲେଶ୍ୱର ଜିଲ୍ଲାର ଗୋଟିଏ ମହକୁମା ଓ ନଗର —Name of a Sub-division and town in the district of Balasore in Orissa; Bhadrak.