Jump to content

ଭଦ୍ରକାର

ଉଇକିଅଭିଧାନ‌ରୁ

ଭଦ୍ରକାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ଭଦ୍ର+କୃ. ଧାତୁ+ଅ)

[ସମ୍ପାଦନା]

ମଙ୍ଗଳକାରୀ (ହିନ୍ଦୀ - ଶ) —Beneficient.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମହାଭାରତୋକ୍ତ ପ୍ରାଚୀନ ଦେଶବିଶେଷ (ହିନ୍ଦୀ - ଶ) — Name of an ancient country.