ଭଦ୍ରତା
ଦେଖଣା
ଭଦ୍ରତା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଭଦ୍ର+ଭାବାର୍ଥେ ତା; ଆଧୁନିକ)
[ସମ୍ପାଦନା]- ୧. ଉତ୍ତମତା; ସାଧୁତା —୧. Goodness.
- ୨. ଶିଷ୍ଟତା; ସୌଜନ୍ୟ —୨. Polteness; gentlemanliness.
- ୩. ସୁଜନୋଚିତ ବ୍ୟବହାର; ଶିଷ୍ଟଚାର —୩. Polite conduct.
- ୪. କଲ୍ୟାଣ —୪. Welfare.
- ୫. ଆଦ୍ୱ କାଇଦା; ଭଦ୍ର ସମାଜର ବ୍ୟବହାର — ୫. Etiquette; rules of genteel society; good manners; good breeding.