ଭଦ୍ରତାନୁମୋଦିତ
(ଭଦ୍ରତାନୁମତ, ଭଦ୍ରତା ସମ୍ମତ—ଅନ୍ୟରୂପ)
ସାଧୁତା— ନୁମୋଦିତ; ଉଚ୍ଚ ବା ସଭ୍ୟ ସମାଜଦ୍ୱାରା ଆଚରିତ (ବ୍ୟବହାର) — (Conduct) Approved by genteel society or by etquette.