Jump to content

ଭଦ୍ରତା ବିରୁଦ୍ଧ

ଉଇକିଅଭିଧାନ‌ରୁ

ଭଦ୍ରତା ବିରୁଦ୍ଧ

ଉଚ୍ଚାରଣ

[ସମ୍ପାଦନା]

(ଭଦ୍ରତାବିଗର୍ହିତ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (୬ଷ୍ଠୀ ତତ୍; ଆଧୁନିକ)

[ସମ୍ପାଦନା]

ସୌଜନ୍ୟବିରୁଦ୍ଧ; ଶିଷ୍ଟତାବହିର୍ଭୁତ —Against the dictates of politeness.