Jump to content

ଭଦ୍ରତିକ୍ତା

ଉଇକିଅଭିଧାନ‌ରୁ

ଭଦ୍ରତିକ୍ତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

ମହାଭିକ୍ତା; ଚିରେଇତା ଜାତୀୟ ଏକପ୍ରକାର ତିକ୍ତ ଓଷଧି ଗୁଳ୍ମ; ଯବତିକ୍ତା — A medicinal plant of pungent taste; Andrographis Paniculata.

[ଦ୍ରଷ୍ଟବ୍ୟ — ବୈଦ୍ୟଶାସ୍ତ୍ର ମତରେ ଏହା ତିକ୍ତାମ୍ଳରସ, ଅଗ୍ନିଦୀପକ, ରୁଚିକର ଓ ରେଚକ; ଏହା ବିଷଦୋଷ, ରକ୍ତଦୁଷ୍ଟି, କ୍ରିମି, କୁଷ୍ଠ ଓ ଜ୍ୱରନାଶକ ଓ ବାଳରୋଗରେ ସୁଫଳପ୍ରଦ—ଦ୍ରବ୍ୟଗୁଣ; ଏହା ବାସକାଦି ବର୍ଗର ବର୍ଷାୟୁଃ ଶାକ; ଗଛ ସିଧା, ପତ୍ର ମତ୍ସ୍ୟାକାର ଓ ଫୁଲ ଧଳା ଓ ଭିତରେ ଆନୀଳରକ୍ତ ଚିହ୍ନ—ଯୋଗେନ୍ଦ୍ରଶ୍ଚନ୍ଦ୍ର ]