ଭଦ୍ରତୁଙ୍ଗ
ହିନ୍ଦୁମାନଙ୍କର ତୀର୍ଥବିଶେଷ (ମହା— ଭାରତୋକ୍ତ) (ହିନ୍ଦୀ - ଶ) —A sacred place for the Hindus.
(ଉ—ଭଦ୍ରତୁଙ୍ଗ ତୀର୍ଥକୁ ଗଲେ ବ୍ରହ୍ମଲୋକ, ହୁଅଇ ଆରେ ଭୀଷ୍ମ ରଥୀଙ୍କ ନାୟକ— କୃଷ୍ଣସିଂହ. ମହାଭାରତ. ବନ )