Jump to content

ଭଦ୍ରବଲ୍ଲୀ

ଉଇକିଅଭିଧାନ‌ରୁ

ଭଦ୍ରବଲ୍ଲୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଗୁଳ୍ମବିଶେଷ —୧. Vallaris Heynei (plant)

[ଦ୍ରଷ୍ଟବ୍ୟ —ଏହା ଢ଼ଗରାଦି ବର୍ଗର ଲଟାଳିଆ କ୍ଷୁପ; ପତ୍ର ଅଭିମୁଖୀ ଓ ସୂକ୍ଷ୍ମଚିହ୍ନ ବିଶିଷ୍ଟ, ଫୁଲ ଧଳା; ସୁଗନ୍ଧ ଓ ଥୋପା ଥୋପା, ଶୀତ ଓ ଗ୍ରୀଷ୍ମକାଳରେ ଫୁଟେ; ଫଳ ଲମ୍ୱା ଏହା ବ୍ରଣ, ଭଗ୍ନ କ୍ଷତ ଓ ନାଡ଼ିବ୍ରଣ ବିନାଶକ— ଦ୍ରବ୍ୟଗୁଣ ଯୋଗେଶଚନ୍ଦ୍ର ]

୨. ବିଶଲ୍ୟକୃତ (ଦେଖ) - —୨. Biṡalyakṛuta (See).