ଭଦ୍ରଶେଣା
ନାଉରିମାନଙ୍କର ରୋଷେଇ କରିବାପାଇଁ ନୌକାର ପଛ ମଙ୍ଗର ନିକଟତମ ଦୋଗୁଣାରେ ଥିବା କୋଠରି —The kitchen room in a country boat.