Jump to content

ଭଦ୍ରା

ଉଇକିଅଭିଧାନ‌ରୁ

ଭଦ୍ରା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଭଦ୍ର+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଅଭିମନ୍ୟୁଙ୍କ ଜନନୀ ସୁଭଦ୍ରା; କୃଷ୍ଣଙ୍କ ଭଉଣୀ —୧. Name of the mother of Abhimanyu.
୨. ସୂର୍ଯ୍ୟ କନ୍ୟା —୨. Daughter of the Sun-god.
୩. କୃଷ୍ଣଙ୍କର ଜଣେ ପତ୍ମୀ —୩. Name of one of the wives of Ṡīṛushṇa.
୪. ଉତ୍ତରକୁରୁ ଦେଶରେ ପ୍ରବାହିତ ଗଙ୍ଗାସ୍ରୋତ — ୪. The current of teh Ganges while flowing through the Uttarakuru country.
୫. ଆକାଶ ଗଙ୍ଗା; ମନ୍ଦାକିନୀ —୫. The Ganges said to flow in the sky.
୬. ବିଷ୍ଟିର ଅନ୍ତିମ ୩ ଦଣ୍ଡ — ୬. The (last ୩ Daṇḍas of Bishṭi j̄oga.
୭. ପକ୍ଷର ୨ୟା, ୭ମୀ ଓ ଦ୍ୱାଦଶୀ ତିଥି —୭. The ୨nd. ୭th and ୧୨th days of a lunar fortnight.
୮. ହାଲିମ (ଦେଖ) - —୮. Hālima (See)
୯. (ଆୟୁର୍ବେଦ)ଅନନ୍ତା, ଜୀବନ୍ତୀ, ଡିମ୍ୱିରି, ଶମୀ, କଟଫଳ, ଗମ୍ଭାରି, ନାଳୀ, ଅପରାଜିତା, ହରିଦ୍ରା, ମୁଥା, ରାସ୍ନା, ବଚ, ଶ୍ୱେତ ଦୁର୍ବା ଓ ଦନ୍ତୀ —୯. Name of ୧୪ drugs in Ayurveda.
୧. ଗୋଚିନା —୧୦. Yellow pigment found in the body of cows.
୧୧. ପସାରୁଣୀ ଲତା(ଦ୍ରବ୍ୟଗୁଣ) —୧୧. Paederia Foetida (creeper).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଚନ୍ଦ୍ରାବଳୀଙ୍କର ଏକତମା ସଖୀ — A female companion of Chandrābaḻī.

[ଉ—ଭଦ୍ରା ବଚନ କଲା ରଚନ କି ଯୋଗେ ଅଇଲୁ ଆଜ ଅଭିମନ୍ୟୁ ବିଦଗ୍ଧ ଚିନ୍ତାମଣି ]

ପ୍ରାଦେଶିକ - (ଗଡ଼ଜାତ)ବି

[ସମ୍ପାଦନା]

ପୁଲ ସୂତା (ନନ୍ଦଙ୍କ ଅଭିଧାନ) —A reel of thread.