Jump to content

ଭଦ୍ରାସନ

ଉଇକିଅଭିଧାନ‌ରୁ

ଭଦ୍ରାସନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବି(କର୍ମଧା; ଭଦ୍ର= ଶ୍ରେଷ୍ଠ+ଆସନ)

[ସମ୍ପାଦନା]
୧. ପ୍ରାସାଦ — ୧. Building; palace.
୨. ସିଂହାସନ — ୨. Throne.
୩. ଯୋଗାସନ ବିଶେଷ —୩. At posture in meditation.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବାସ୍ତୁ; ଘର ବାଡ଼ି —୧. Homestead.
୨. ପୈତୃକ ଘର ବାଡ଼ି —୨. One's ancestral homestead.