Jump to content

ଭଦ୍ର ଘଟ

ଉଇକିଅଭିଧାନ‌ରୁ

ଭଦ୍ର ଘଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରାଚୀନ ଶିଳ୍ପ)

[ସମ୍ପାଦନା]

ଗୋଟିଏ କୁମ୍ଭ, ଯହିଁର ମୁହଁର ଦୁଇ ପାଖରୁ ଫୁଲମାଳା ବାହାରି ଓହୋଳି ପଡ଼ିଥିବାର ଚିତ୍ର ହୋଇଥାଏ —(ancient sculpture) A pitcher from both sides of the mouth of which wreaths of flowers are shown to be flowing out.

[ଦ୍ରଷ୍ଟବ୍ୟ —ଉତ୍କଳର ପ୍ରାଚୀନ ମନ୍ଦିର ଆଦିରେ ବିଶେଷତଃ ଭୁବନେଶ୍ୱରର ବୋଇତାଳ, ପରଶୁରାମେଶ୍ୱର

ଆଦି ଖ୍ରୀ; ୬ଷ୍ଠ ଓ ୭ମ ଶତାଦ୍ଦୀରେ ନିର୍ମିତ ମନ୍ଦିର ମାନଙ୍କରେ ଭଦ୍ରଘଟର ରୂପ ଖୋଦିତ ହୋଇଅଛି ଏହା ବୌଦ୍ଧ ଶିଳ୍ପ ଆନୁସାରେ ବୁଦ୍ଧଦେବଙ୍କ ଜନ୍ମସୂଚକ ]