Jump to content

ଭଦ୍ର ମୁଖ

ଉଇକିଅଭିଧାନ‌ରୁ

ଭଦ୍ର ମୁଖ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ପ୍ରସନ୍ନମୂର୍ତ୍ତି —Of a happy or blissful appearance.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶ୍ରୀରାମଙ୍କର ଜୈନକ ଗୁପ୍ତଚର —Name of a spy of Rāmachandra.

[ଦ୍ରଷ୍ଟବ୍ୟ —ଲଙ୍କାରୁ ଫେରି ଆସିବା ପରେ ରାମଚନ୍ଦ୍ର ଏହାର ମୁଖରୁ ରାଜ୍ୟର ଲୋକେ ଭୁଟ୍ଭାଟ୍ ହେଉଥିବା ସୀତାଙ୍କ ଚରିତ୍ର ଉପରେ ଲଙ୍କାବାସ ଜନିତ କଳଙ୍କାରୋପଣ କଥା ଶୁଣି ଅନ୍ତଃସ୍ୱତା ଅବସ୍ଥାରେ ସୀତାଙ୍କୁ ବନକୁ ନିର୍ବାସିତ କରିଥିଲେ ]

(ଉ— ପ୍ରବେଶିଣ ରାଜ୍ୟଶ୍ୱର ଗୁପତ ଭବନ, ଗୁପ୍ତଚର ଭଦ୍ରମୁଖେ ପୁଚ୍ଛନ୍ତି ପ୍ରଶନ ନନ୍ଦକିଶୋର. ସୀତାବନବାସ )