ଭଦ୍ର ମୁଞ୍ଜ
ଦେଖଣା
ଭଦ୍ର ମୁଞ୍ଜ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଶର ବା ଆଖୁପରି ଏକ ପ୍ରକାର ତୃଣ —A kind Saccharam Munja.
[ଦ୍ରଷ୍ଟବ୍ୟ —ଏହାର ଗଛ ଆଖୁପରି ଡ଼େଙ୍ଗା, କିନ୍ତୁ ପତ୍ର ସରୁଆ, ଏହା ମଧୁର କଷାୟରସ, ଶୀତବୀର୍ଯ୍ୟ; ଏହା ଦାହ , ତୃଷ୍ଣା, ବିସର୍ପ, ଆମ, ମୂତ୍ରକୃଚ୍ଛ୍ର, ନେତ୍ରରୋଗ ଓ ତ୍ରିଦୋଷ— ନାଶକ ଓ ଶୁକ୍ରବର୍ଦ୍ଧକ; ଏହାଦ୍ୱାରା ମେଳା ପ୍ରସ୍ତୁତ ହୁଏ—ଦ୍ରବ୍ୟଗୁଣ ]