ଭବକା
ଦେଖଣା
ଭବକା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭବକା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ହାବୁକା (ଦେଖ) - —୧. Hābukā (See).
- ୨. ଜଳ ବୁଦ୍ଦୁଦ —୨. Bubble.
- ୩. ଜଳର ତରଙ୍ଗ —୩. Wave; billow.
- ୪. ବଡ଼ ଗର୍ତ୍ତ ବା ଛିଦ୍ର ଆଦିରୁ ଜୋରରେ ଉପର୍ଯ୍ୟୁପରି ଜଳ ଆଦିର ନିର୍ଗମନ —୪. Gushing of water or any liquid through an opening.
(ଉ—ରଖଚଣ୍ଡ—ଭଲ୍ଲ ତାଙ୍କ କର୍ଣ୍ଣ ମୂଳେ ପଶି, ଶୋଣିତ ଭବକା ସହ ଅଇଲା—ବାହାରି ରାଧାନାଥ. ମହାଯାତ୍ରା )