Jump to content

ଭବତ୍

ଉଇକିଅଭିଧାନ‌ରୁ

ଭବତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ସର୍ବନାମ (ମାନ୍ୟର୍ଥକ ୩ୟ ପୁରୁଷ)

[ସମ୍ପାଦନା]

ଆପଣ; ତୁମ୍ଭେ —Thou; you.

[ଦ୍ରଷ୍ଟବ୍ୟ — ଭାଷାରେ ଏହାର ସ୍ୱତନ୍ତ୍ର ବ୍ୟବହାର ନାହିଁ'; ମାତ୍ର ଏହା ଅନ୍ୟ ଶଦ୍ଦ ସଙ୍ଗେ ବ୍ୟବହାର ହୁଏ, ଯଥା— ଭବତ୍ ପ୍ରେରିତ, ଭବଦନୁଗ୍ରହ, ଭବଦାଦିଷ୍ଟ, ଭବଦୀୟ ଇତ୍ୟାଦି ]