ଭବଦ୍ୱାର
ସଂସାର ରୂପ ଦ୍ୱାର —The world compared to an entrance.
ଭଗ —Vaginal orifice.
(ଉ—ସ୍ତିରି ଅଙ୍ଗରେ ଭବଦ୍ୱାର, ଜନ୍ତୁ ମଧ୍ୟରେ ତାର ଘର ପ୍ରାଚୀ. ନିର୍ଗୁଣ ମାହାତ୍ମ୍ୟ )