Jump to content

ଭବିତବ୍ୟ

ଉଇକିଅଭିଧାନ‌ରୁ

ଭବିତବ୍ୟ

ଉଚ୍ଚାରଣ

[ସମ୍ପାଦନା]

(ଭବିତବ୍ୟତା—ବି)

  • (file)

ସଂସ୍କୃତ - ବିଣ(ଭୁ. ଧାତୁ+କର୍ତ୍ତୃ ତବ୍ୟ)

[ସମ୍ପାଦନା]
୧. ଅବଶ୍ୟମ୍ଭାବୀ; ଯାହା ଅବଶ୍ୟ ଘଟିବା —୧. which must happen; inevitable.
୨. ଅତିକାର୍ଯ୍ୟ —୨. Unavoidable; irresistible.
୩. ଯାହା ଘଟିବ ବୋଲି ବିଧାତା ପୂର୍ବରେ ନିର୍ଦ୍ଦେଶ କରିଅଛନ୍ତି — ୩. Preordained.