Jump to content

ଭବିତବ୍ୟତା

ଉଇକିଅଭିଧାନ‌ରୁ

ଭବିତବ୍ୟତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭବିତବ୍ୟ+ଭାବ. ତା)

[ସମ୍ପାଦନା]
୧. ଅବଶ୍ୟମ୍ଭାବିତା — ୧. Preordinance.
୨. ଅନିବାର୍ଯ୍ୟତା — ୨. Inevitability.
୩. ଅଦୃଷ୍ଟ; ଭାଗ୍ୟ — ୩. Fortune; luck.