Jump to content

ଭବିଷ୍ୟ

ଉଇକିଅଭିଧାନ‌ରୁ

ଭବିଷ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ଭୁ ଧାତୁ+ଭବିଷ୍ୟତରେ ଘଟୁବା ଅର୍ଥରେ ସ୍ୟ)

[ସମ୍ପାଦନା]

ଭାବୀ; ଯାହା ଘଟିବ —About to happen; future.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଆଗାମୀ ଘଟନା —୧. Future event.
୨. ଭବିଷ୍ୟ ନାମକ ପୁରାଣ — ୨. Name of a Purāṇa indicating future event.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭବିଷ (ଦେଖ) - —Bhabisha (See).