ଭବିଷ୍ୟଦ୍ୱକ୍ତା
(ଭବିଷ୍ୟଦ୍ୱାଦୀ—ଅନ୍ୟରୂପ)
ଯେ ଆଗାମୀ ଘଟିବା କଥା କହିପାରେ —Foreteller; prophet; soothsayer.
ଭବିଷ୍ୟତ ଘଟଣା କହିପାରିବା (ବ୍ୟକ୍ତି) —Prophesying; foretelling.