Jump to content

ଭବିଷ୍ୟଦ୍ୱାକ୍ୟ

ଉଇକିଅଭିଧାନ‌ରୁ

ଭବିଷ୍ୟଦ୍ୱାକ୍ୟ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Bhabishyadbākya
  • ଆଇ.ପି.ଏ. — bʰˈɔ bˈɔ hɾˌɔʃʃoˈikaɾ mˌudʰennoʃʃˈɔ hˈʌlˈʌntɔ ˈɔj dˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ kˈɔ hˈʌlˈʌntɔ ˈɔj

(ଭବିଷ୍ୟଦ୍ଦାଣୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଭବିଷ୍ୟତ୍+ବାକ୍ୟ)

[ସମ୍ପାଦନା]

ଭବିଷ୍ୟତ୍କାଳରେ ଯେଉଁ ଯେଉଁ ବିଷୟ ଘଟିବ ତାହା ପୂର୍ବରୁ କହିବା —Foretelling; prediction prophecy.