Jump to content

ଭବୁସୀ

ଉଇକିଅଭିଧାନ‌ରୁ

ଭବୁସୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଭଜ ଧାତୁ)

[ସମ୍ପାଦନା]
୧. ଭକ୍ତ — ୧. Devoted to.
୨. ଯେ କୌଣସି ବ୍ୟକ୍ତିର ମନ ଜଗିଥାଏ —୨. Acting according to the wish or pleasure of a person.
୩. ନିୟତ ସେବାକାରୀ —୩. Diligently serving.
୪. କୌଣସି ବ୍ୟକ୍ତିଠାରେ ଶରଣାପନ୍ନ — ୪. Taking sheter under a person.

ବିଶେଷ୍ୟ -

[ସମ୍ପାଦନା]
୧. ଭକ୍ତି —୧. Devotion.
୨. ଆସକ୍ତି; ଅନୁରକ୍ତି —୨. Attachment.
୩. ଭଜାଇବା; ରସାଇବା କର୍ମ —୩. The act of pleasing a person.