ଭବ୍ୟଦାୟକ
ସୁଖଦ ସୁଖପ୍ରଦ —Causing happiness.
[ଉ—ଭବ୍ୟଦାୟକ ମାଣିକ୍ୟ କର; ଭ୍ରମ ଜାତ କରୁଅଛି ମଧୁରା ଧର କବିସୂର୍ଯ୍ୟ. କିଶେରୀଚମ୍ପୂ ଭ. ଗୀତ]