Jump to content

ଭବ ଜଳଧି

ଉଇକିଅଭିଧାନ‌ରୁ

ଭବ ଜଳଧି

ଉଚ୍ଚାରଣ

[ସମ୍ପାଦନା]

ଭବ ପାରାବାର, ଭବ ସାଗର, ଭବ ସମୁଦ୍ର, ଭବସିନ୍ଧୁଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ରୂପକ କର୍ମଧା; ଭବ+ଜଳଧି)

[ସମ୍ପାଦନା]

ସଂସାର ରୂପ ସମୁଦ୍ର —The world compared to an ocean.