ଭର
ଦେଖଣା
ଭର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଭୃ ଧାତୁ=ପୋଷଣ କରିବା+ଭାବ. ଅ)
[ସମ୍ପାଦନା]- ୧. ଭରଣ ପୋଷଣ —୧. Maintenance.
- ୨. ନିର୍ଭର'; ଅବଲମ୍ୱନ —୨. Support; reliance.
- ୩. ଭାର —୩. Weight; load; burden
[ଉ—ମହୀଧ୍ର ଭର ଭର ବହିଲେ ଗୋ କବିସୂର୍ଯ୍ୟ ସଙ୍ଗୀତ]
- ୪. ଆବିର୍ଭାବ —୪. Appearance,.
- ୫. ଆଧିକ୍ୟ —୫. Excess; abudance.
- ୬. ଗୌରବ —୬. Respect; regard; glory.
- ୭. ପୂରଣ —୭. Filling; fulfilling.
- ୮. ଆସ୍ଥା; ବିଶ୍ୱାସ —୮. Confidence.
- ୯. ଆଗ୍ରହ — ୯. Eagerness.
- ୧. ଆଶା —୧୦. Hope.
- ୧୧. ସମୂହ —୧୧. Multitude; collection.
ସଂସ୍କୃତ - ବିଣପୁଲିଙ୍ଗ -
[ସମ୍ପାଦନା]- ୧. ଭରଣକର୍ତ୍ତା; ଯେ ଭରଣ କରେ —୧. Maintaining.
[ଦ୍ରଷ୍ଟବ୍ୟ —ଏହି ବିଶେଣାର୍ଥରେ ଏହି ଶବ୍ଦ ଅନ୍ୟ ଶବ୍ଦ ସଙ୍ଗେ ପ୍ରୟଜ୍ୟ, ଯଥା—ପନ୍ଥଭଗ; ଅଗଭର)
- ୧. (ଅମୁକ) ଦିଗକୁ ଅଗ୍ରସର ହେଉଥିବା —୧. Going or advancing towards (such or such a direction),
- ୨. (ଅମୁକରେ) ପୂର୍ଣ୍ଣ —୨. Full of; full with.
(ଉ—ଶ୍ରୀମତୀ ସଙ୍କୁଚିଲେ ଲଜ୍ଜାଭରେ କବିସୂର୍ଯ୍ୟ. ସଙ୍ଗୀତ)
- ୩. (ପେଟକୁ) ପୂର୍ଣ୍ଣ କରିବାକୁ ଯଥେଷ୍ଟ (ଖାଦ୍ୟ) —୩. (food) Enough for filling up (one's belly).
(ଯଥା—ପେଟଭର ଭୋଜନ)
- ୪. (ପିଠିର) ସାମର୍ଥ୍ୟକୁ ଚାହିଁ —୪. Equal to the capacity of (one's back).
(ଉ—ପେଟଭର ଭୋଜନ ଦେଇ ପିଠିଭର କାମ ନେଲେ ସିନା ଖାଉନ୍ଦ)