Jump to content

ଭରଉ

ଉଇକିଅଭିଧାନ‌ରୁ

ଭରଉ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କ୍ଷତିପୂରଣ —୧. Compensation.
୨. ପୁର୍ଭି; ପୂର୍ଣ୍ଣ କରିବା; ଭରିବା —୨. Filling up.
୩. (ଡ଼ଙ୍ଗା ଆଦିରୁ) ବୋଝାଇ କରିବା — ୩. Loading.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ପରିପୂରତ — ୧. Filled up.
୨. ବୋଝାଇରେ ପୂର୍ଣ୍ଣ — ୨. Full laden.