ଭରଟ
ଦେଖଣା
ଭରଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଭୃ ଧାତୁ+କର୍ତ୍ତୃ. ଅଟ)
[ସମ୍ପାଦନା]କୁମ୍ଭକାର; କୁମ୍ଭାର —Potter.
ଦେଶଜ - ବିଶେଷ୍ୟ - ଓବିଶେଷଣ -
[ସମ୍ପାଦନା]ଭରାଟ (ଦେଖ) - —Bharāṭa (See)
ଭରଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଭୃ ଧାତୁ)
[ସମ୍ପାଦନା]କୌଣସି ପଦାର୍ଥଦ୍ୱାରା ପରିପୂର୍ଣ୍ଣ —Filled up.
(ଯଥା—ସେ ଡ଼ଙ୍ଗା ଧାନରେ ଭରଟ ହୋଇଅଛି)